ଜଣିକିଆ
ଏକଜଣର ଯୋଗ୍ୟ; ଏକଜଣର ବ୍ୟବହାର୍ଯ୍ୟ —Fit for one person; sufficient for the needs of one person; single
(ଯଥା—ଜଣିକିଆ ଖଟ; ଜଣିକିଆ ମଶାରୀ)