ଜଣେ

ଉଇକିଅଭିଧାନ‌ରୁ

ଜଣେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ସର୍ବନାମ (ସଂ ଜନୈକ)[ସମ୍ପାଦନା]

୧. ଜନୈକ; ଏକଜଣ ମାତ୍ର — ୧. Only one person
୨. ଗଣ୍ୟମାନ୍ୟବ୍ୟକ୍ତି; ପ୍ରଧାନ ବ୍ୟକ୍ତି — ୨. Chief person; a person of importance.

(ଯଥା—ତୁ ଆପଣାକୁ ଜଣେ ବୋଲି ଭାବିଲୁଣି)