Jump to content

ଜତ୍କତ୍

ଉଇକିଅଭିଧାନ‌ରୁ

ଜତ୍କତ୍

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) କ୍ରି. ବିଶେଷଣ - (ସଂସ୍କୃତ - ଯତ୍ର ଓ କୁତ୍ର)

[ସମ୍ପାଦନା]

ଏଣେ ତେଣେ; ଯହିଁ ତହିଁ; ଯାହାଁ ତାହାଁ — Here and there; anywhere.

(ଯଥା—ସେ ଜତ୍କତ୍ ବୁଲୁଛି କାହାଁ ଯେ)