Jump to content

ଜଦାଜଦି

ଉଇକିଅଭିଧାନ‌ରୁ

ଜଦାଜଦି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପରସ୍ପର ତୁଳନା କରିବା କର୍ମ — Mutual comparison.

ବିଶେଷଣ -

[ସମ୍ପାଦନା]

ପରସ୍ପର ତୁଳନା କରୁଥିବା — Comparing; with each other.