Jump to content

ଜନକ

ଉଇକିଅଭିଧାନ‌ରୁ

ଜନକ

ଉଚ୍ଚାରଣ

[ସମ୍ପାଦନା]
(ଜନିକା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ଜନ୍ ଧାତୁ ଣିଚ ଜନି ଧାତୁ=ଜନ୍ମ କରିବା+ କର୍ତ୍ତୃ. ଅକ)

[ସମ୍ପାଦନା]
୧. ପିତା —୧. Father.
୨. (ନାମ) ବିଦେହ ବା ମିଥିଳାର ରାଜା; ସୀତାଙ୍କ ପାଳକ ପିତା —୨. King janaka , the foster-father of Sītā

[ଦ୍ରଷ୍ଟବ୍ୟ —ନିମିରାଜାଙ୍କର ମୃତ ଶରୀରକୁ ଦେବଜ୍ଞ ବ୍ରାହ୍ମଣମାନେ କୁଶରେ ମନ୍ଥନ କଲେ; ତହିଁରୁ ଜନକ ଜାତ ହେଲେ ଭାଗବତ—୧ ମ ସ୍କନ୍ଧ]

୩. (ପ୍ରଜାମାନ୍ଙ୍କର ପିତାତୁଲ୍ୟ ଥିବାରୁ)—ରାଜା — ୩. King (the father of his subjects).

ସଂସ୍କୃତ - ବିଶେଷଣ - ପୁଂ. (ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁକ୍ତ ହୁଏ—ଦୁଃଖ ଜନକ, ଆନନ୍ଦଜନକ)

[ସମ୍ପାଦନା]
୧. ଜନ୍ମକାରୀ — ୧. Begetting; producing.
୨. ଉତ୍ପାଦକ; ଯାହା ଘଟାଏ —୨. Causing.