ଜନକପୁର
ଦେଖଣା
ଜନକପୁର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମିଥିଳାର ପ୍ରାଚୀନ ରାଜଧାନୀ; ଜନକରାଜାଙ୍କ ରାଜଧାନୀ —The capital of king Janaka.
[ଦ୍ରଷ୍ଟବ୍ୟ — ଏହା ନେପାଳର ତରାଇ ପ୍ରଦେଶରେ ଅବସ୍ଥିତ ବୋଲି ପଣ୍ଡିତମାନେ ଅନୁମାନ କରନ୍ତି]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୁରୀ ଗୁଣ୍ଡିଚା ମନ୍ଦିରର ଅନ୍ୟନାମ — A name of the Guṇdichā-temple of Puri.
[ଦ୍ରଷ୍ଟବ୍ୟ — ଏଠାରେ ପ୍ରଥମେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏହି ତିନି ମୂର୍ତ୍ତି ନିର୍ମିତ ହୋଇଥିଲା. ଜଗବନ୍ଧୁ—ପ୍ରାଚୀନ ଉତ୍କଳ]