ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜନ+ ଦେବ)
[ସମ୍ପାଦନା]
- ୧. ରାଜା; ନରପତି (ହିନ୍ଦୀ - ଶବ୍ଦସାଗର) —୧. king.
- ୨. (ନାମ) ମହାଭାରତୋକ୍ତ ମିଥିଳାର ଜଣେ ଜିଜ୍ଞାସୁ ରାଜା — ୨. Name of a king of Mithiḻā
[ଦ୍ରଷ୍ଟବ୍ୟ —ଏ ରାଜା ମହର୍ଷି ପଞ୍ଚଶିଖାଙ୍କ ଉପଦେଶ ଗ୍ରହଣ କରି ମୋକ୍ଷ ପ୍ରାପ୍ତ ଦୋଇଥିଲେ—ହିନ୍ଦୀ - ଶବ୍ଦସାଗର]