Jump to content

ଜନନି

ଉଇକିଅଭିଧାନ‌ରୁ

ଜନନି

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ଜନ ଧାତୁ+ଭାବ ଅନି)

୧. ଉତ୍ପତ୍ତି; ଜନ୍ମ — ୧. Birth.
୨. (+ଅଧିକରଣ. ଅନି) ବଂଶ —୨. Race; family.
୩. ଗନ୍ଧଦ୍ରବ୍ୟବିଶେଷ —୩. A kind of scent.