Jump to content

ଜନପଦ

ଉଇକିଅଭିଧାନ‌ରୁ

ବିଶେଷ୍ୟ(ସଂସ୍କୃତ)(ଷଷ୍ଠୀତତ୍ ପୁରୁଷସମାସ;ଜନ+ପଦ=ସ୍ଥାନ) []

[ସମ୍ପାଦନା]
  • ଦେଶ
  • ଲୋକାଳୟ
  • ଲୋକ
  • ଜାତି
  • କୌଣସିଦେଶର ଅଧିବାସୀଗଣ
  • ଲୋକସମାଜ
  1. ପୂର୍ଣ୍ଣଚନ୍ଦ୍ରଭାଷକୋଷ ,ପୃଷ୍ଠା -୨୮୮୨

ଜନପଦ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜନ+ପଦ=ସ୍ଥାନ)

[ସମ୍ପାଦନା]
୧. ଦେଶ; ଲୋକାଳୟ —୧. An inhabited country; a district; a country; region.
୨. ଲୋକ; ଜାତି; କୌଣସି ଦେଶର ଅଧିବାସୀଗଣ — ୨. Nation; people.
୩. ଲୋକସମାଜ —୩. A community.