Jump to content

ଜନପ୍ରବାଦ

ଉଇକିଅଭିଧାନ‌ରୁ

ଜନପ୍ରବାଦ

ଉଚ୍ଚାରଣ

[ସମ୍ପାଦନା]

(ଜନବାଦ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଜନମାନଙ୍କ ମଧ୍ୟରେ ପ୍ରଚଳିତ ପ୍ରବାଦ)

[ସମ୍ପାଦନା]
୧. ଲୋକପ୍ରବାଦ; ଗୁଜ୍ଜବ; ଜନଶ୍ରୁତି —୧. Rumour; a popular report.
୨. କିମ୍ୱଦନ୍ତୀ —୨. Traddition.
୩. ଲୋକନିନ୍ଦା; ଲୋକପବାଦ — ୩. Public scandal.