Jump to content

ଜନପ୍ରିୟ

ଉଇକିଅଭିଧାନ‌ରୁ

ଜନପ୍ରିୟ

ଉଚ୍ଚାରଣ

[ସମ୍ପାଦନା]

(ଜନବଲ୍ଲଭ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଜନ+ପ୍ରିୟ)

[ସମ୍ପାଦନା]
୧. ଲୋକବତ୍ସଳ — ୧. Philanthropic; loving the people.
୨. ଲୋକପ୍ରିୟ; ସାଧାରଣଙ୍କର ପ୍ରୀତିଭୋଜନ — ୨. Popular; beloved by the people.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଧନ୍ୟାକ; ଧନିଆଁ — ୧. Coriandar seed (Apte).


୨. ଶିବ; ମହାଦେବ — ୨. An epithet of God Ṡiba (Apte).