Jump to content

ଜନବଲ୍ଲଭ

ଉଇକିଅଭିଧାନ‌ରୁ

ଜନବଲ୍ଲଭ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୬ଷ୍ଠୀ ତତ୍; ବହୁବ୍ରୀହି; ଜନ+ବଲ୍ଲଭ)

[ସମ୍ପାଦନା]

ଜନପ୍ରିୟ (ଦେଖ) - Janapriya (See)

ବିଶେଷ୍ୟ -

[ସମ୍ପାଦନା]

ଶ୍ୱେତ ରୋହିତକ (ହିନ୍ଦୀ - ଶବ୍ଦସାଗର) — The white variety of Rohitaka tree.