Jump to content

ଜନବାସ

ଉଇକିଅଭିଧାନ‌ରୁ

ଜନବାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜନ+ବାସ)

[ସମ୍ପାଦନା]
୧. ଲୋକବସତି — ୧. A place of human residence.
୨. ସର୍ବସାଧାରଣଙ୍କ ଆଶ୍ରୟସ୍ଥାନ —୨. A place of public resort; a public rest-house.
୩. ସଭା; ସମାଜ —୩. An assembly; a meeting.