Jump to content

ଜନମକାଳ

ଉଇକିଅଭିଧାନ‌ରୁ

ଜନମକାଳ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜନ୍ମକାଳ)

[ସମ୍ପାଦନା]

ମନୁଷ୍ୟ ଭୁମିଷ୍ଠ ହେବା ସମୟ — Time of one's birth.

ମୋ ନାଆଁଟି ବାପା ଦେଇଥିଲେ ଜନମକାଳେ, ଅନ୍ତୁଚଡ଼ିଶାଳେ, ଜାଭଳିଜନ, ଟୋପିଚନ୍ଦନ, ମହତାପନ—ଗ୍ରାମ୍ୟଗୀତ