ଜନମିବା
ଦେଖଣା
ଜନମିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ଓ ପଦ୍ୟ (ସଂସ୍କୃତ - ଜନ୍ମ)
[ସମ୍ପାଦନା]- ୧. ଜାତହେବା; ଜନ୍ମଗ୍ରହଣ କରିବା —୧. To be born.
ବିଶ୍ୱକର୍ମା ତାଙ୍କ ଗର୍ଭରୁ ଜନମିଲେ—କୃଷ୍ଣସିଂହ .ମହାଭାରତ ଆଦି
- ୨. (ପ୍ରାଚିନ ପଦ୍ୟ)— ଜନ୍ମ କରିବା — ୨. To give. birth to.
ଗାନ୍ଧାରୀ ତ ମାଂସପିଣ୍ଡଳା ଜନମିଲେ—କୃଷ୍ଣସିଂହ ମହାଭାରତ. ଆଦି
- ୩. ଦେଖାଯିବା —୩. To appear; to be seen.
- ୪. ଘଟିବା —୪. To happen.
- ୫. ଆରବ୍ଧ ହେବା —୫. To being.