ଜନରଞ୍ଜନ
ଦେଖଣା
ଜନରଞ୍ଜନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଉପପଦ ତତ୍ପୁରୁଷ; ଜନ+ରଞ୍ଜନ)
[ସମ୍ପାଦନା]ସର୍ବସାଧାରଣଙ୍କ ମନୋରଞ୍ଜନକାରୀ — Courting popularity; applauded by the people.
ଚିଭଞ୍ଜନ ସେ ଜନରଞ୍ଜନ ରଥ ପୁନ ରାଜନ ସୁତ ଉଭା ମହୀ ସେ ଭଞ୍ଜ . ବୈଦେହୀଶବିଳାସ
ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]ଲୋକସାଧାରଣଙ୍କ ଚିତ୍ତହରଣ — Pleasing the populace.