Jump to content

ଜନରବ

ଉଇକିଅଭିଧାନ‌ରୁ

ଜନରବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଜନପ୍ରବାହ (ଦେଖ) - jana-prabāda (See)
୨. ବହୁ ଲୋକଙ୍କ କୋଳାହଳ; କୋଳାହଳ; ସୋର୍ଗୋଳ; ଘୋଓ ଘାଆ —୨. Noise arising out of a crowd; hubbub.