ଜନା
ଦେଖଣା
ଜନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜନା
|
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜିନା)
[ସମ୍ପାଦନା]- ୧. ସ୍ତ୍ରୀର ଇଚ୍ଛାବିରୋଧିରେ ବଳ— ପୂର୍ବକ ପୁରୁଷର ରମଣ —୧. Rape.
- ୨. ପରସ୍ତ୍ରୀରମଣ —୨. Adultery.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଉତ୍ପତ୍ତି; ଜନ୍ମ (ହିନ୍ଦୀ - ଶବ୍ଦସାଗର) — ୧. Birth; production.
- ୨. (ନାମ) ମାହିଷ୍ମତୀର ରାଜା ନୀଳଧ୍ୱଜଙ୍କ ସ୍ତ୍ରୀ — ୨. Name of the queen of king Nīḻadhwaja.
[ଦ୍ରଷ୍ଟବ୍ୟ —ଅଶ୍ୱମେଧ ଯାଗ ପୂର୍ବରୁ ପାଣ୍ଡବମାନଙ୍କଦ୍ୱାରା ଉନ୍ମକ୍ତ ଯଜ୍ଞାଶ୍ୱକୁ ଏହାଙ୍କ ଗର୍ଭଜାତ କୁମାର ପ୍ରବୀର ଧରିରଖିଲେ ଏଥିପାଇଁ ପାଣ୍ଡବମାନଙ୍କ ସଙ୍ଗେ ପ୍ରବୀର ଯୁଦ୍ଧ କଲେ ଏ ପ୍ରବୀରଙ୍କ ବିଶେଷ ସହାୟତା ଓ ଉତ୍ସହ ଦେଇଥିଲେ ଶେଷରେ ପ୍ରବୀର ଯୁଦ୍ଧରେ ହତ ହେବାରୁ ଏ ସ୍ୱୟଂ ପାଣ୍ଡବମାନଙ୍କ ସଙ୍ଗେ ଯୁଦ୍ଧ କଲେ ପାଣ୍ଡବମାନଙ୍କୁ ଏହାଙ୍କ ହସ୍ତରୁ ରକ୍ଷା କରିବା ପାଇଁ ଶ୍ରୀକୃଷ୍ଣ ବିବ୍ରତ ହୋଇଥିଲେ]