ଜନାଜାତ
ଦେଖଣା
ଜନାଜାତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଜନ+ଜାତ=ସମୂହ)
[ସମ୍ପାଦନା]- ୧. ପ୍ରତ୍ୟେକ ବ୍ୟକ୍ତି ବା ବିଷୟରୁ ଭିନ୍ନଭିନ୍ନ କରି ଚର୍ଚ୍ଚା କରୁଥିବା —୧. Specifying each person; dealing with defferent person, subjects or items, seriatim or individually.
କ୍ରି.ବିଶେଷଣ -
[ସମ୍ପାଦନା]ପ୍ରତି ଜଣକୁ ଏକ ହିସାବରେ — Individually; to each man a piece.
(ଜନାଜାତି—ଅନ୍ୟରୂପ)
ବିଶେଷ୍ୟ -
[ସମ୍ପାଦନା]ଉଆରିକା; ପ୍ରତିଜଣ ବା ବିଷୟରେ ପୃଥକ ଚର୍ଚ୍ଚା ହୋଇଥିବା ହିସାବ — Detailed or classified account dealing with each person.