Jump to content

ଜନାନ

ଉଇକିଅଭିଧାନ‌ରୁ

ଜନାନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜ୍ଞାପନ)

[ସମ୍ପାଦନା]
୧. ଦେବତା ବା ରାଜାଆଦିଙ୍କ ନିକଟରେ ସ୍ତୁତି —୧. Prayer.

ବାର୍ତ୍ତା ଯା ଲେଖିଛି ଅଜ୍ଞାପତ୍ର ନୋହେ ଜଣାଣ ସେ ଦେଇଥିବା ଉପେନ୍ଦ୍ର ଭଞ୍ଜ, ବୈଦେହୀଶବିଳାସ

୨. ପ୍ରାର୍ଥନା, ନିବେଦନ —୨. Supplication.