Jump to content

ଜନାନା

ଉଇକିଅଭିଧାନ‌ରୁ

ଜନାନା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା)

[ସମ୍ପାଦନା]
୧. ସ୍ତ୍ରୀ ଲୋକ —୧. A female.
୨. ଅନ୍ତଃପୁର —୨. Seraglio; the zenana; harem.
୩. ସ୍ତ୍ରୀମାନଙ୍କ ଅବରୋଧ ପ୍ରଥା — ୩. The zenana-system.
୪. ନାନର୍ଦ୍ଦା; ନପୁଂସକ; ହେଞ୍ଜେଡ଼ା —୪. An eunuch.
୫. ମାଇଚିଆ; ଯେଉଁ ବ୍ୟକ୍ତିର ଢଙ୍ଗଢାଙ୍ଗ ଓ ଚାଲିଚଳଣ ସ୍ତ୍ରୀମାନଙ୍କ ପରି —୫. A male having the characteristics of or behaving like a women.

ବିଶେଷଣ -

[ସମ୍ପାଦନା]
୧. ସ୍ତ୍ରୀ ସମ୍ୱନ୍ଧୀୟ —୧. Pertaining to women.

ଗୋଟିଏ ବାଳକ ବିଦ୍ୟାଳୟ ଓ ଜନାନା ସ୍କୁଲ ବସିବାର ବନ୍ଦୋବସ୍ତ ହେଲା ଫକୀରମୋହନ. ଗଳ୍ପସ୍ୱଳ୍ପ

[ଦ୍ରଷ୍ଟବ୍ୟ — ଏହି ଶବ୍ଦ ଫାରସୀରୁ ଇଂରାଜି ଭାଷାକୁ ମଧ୍ୟ ଯାଇଅଛି]


୨. ଡ଼ରୁଆ —୨. Cowardly.
୩. ସ୍ତ୍ରୀସୁଲଭ —୩. Feminine.
୪. ସ୍ତ୍ରୀମାନଙ୍କ ବ୍ୟବହାର୍ଯ୍ୟ; ସ୍ତ୍ରୀମାନଙ୍କ ପାଇଁ ଅଭିପ୍ରେତ — ୪. Intended for women.