ଜନାନ୍ତ
ଦେଖଣା
ଜନାନ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜନ=ଜନପଦ+ ଅନ୍ତ)
[ସମ୍ପାଦନା]- ୧. ଜନପଦ ବା ଲୋକବସତିରୁ ବହୁଦୂରସ୍ଥ ସ୍ଥାନ — ୧. An out-of-the-way place; a country remote from the haunts of men.
- ୨. ଦେଶ; ପ୍ରଦେଶ; ବିଭାଗ; ଜିଲ୍ଲା — ୨. Country, province; division; district.
- ୩. ଯମ (ହିନ୍ଦୀ - ଶବ୍ଦସାଗର) — ୩. The Hindu God of death.
- ୪. ସୀମାନିର୍ଦ୍ଧାରିତ ପ୍ରଦେଶ ବା ଅଞ୍ଚଳ ୪. A tract of country with fixed boundaries.
- ୫. ନିର୍ଜନ ପ୍ରଦେଶ; ଯେଉଁ ଅଞ୍ଚଳରେ ଲୋକେ ବାସ କରନ୍ତି ନାହିଁ —୫. An uninhabited tract.
- ୬. ବ୍ୟକ୍ତିଗତ ନୈକଟ୍ୟ — ୬. Personal proximity (Apte).
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ମନୁଷ୍ୟମାନଙ୍କର ନାଶକର (ହିନ୍ଦୀ - ଶବ୍ଦସାଗର) — Destructive of human beings; destroying men.