ଜନାନ୍ତିକ
ଦେଖଣା
ଜନାନ୍ତିକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜନ+ ଅନ୍ତିକ= ସମୀପ)
[ସମ୍ପାଦନା]- ୧. ଅନ୍ୟ ଉପସ୍ଥିତ ଲୋକଙ୍କ ସାକ୍ଷାତରେ ଅଥଚ ଅନୁଚ୍ଚ ସ୍ୱରରେ ପରସ୍ପର କାନରେ କଥା କହିବା ବା ଅଭିପ୍ରାୟ ପ୍ରକାଶ କରିବା — ୧. A whispering aside; a speaking aside to anothern in the presence of others.
- ୨. ଉପସ୍ଥିତ ଅନ୍ୟ ବ୍ୟକ୍ତିମାନଙ୍କ ଅବୋଧ୍ୟ ଦୁଇ ଜଣଙ୍କ ମଧ୍ୟରେ ସଙ୍କେତଦ୍ୱାରା ଭାବବିନିମୟ — ୨. A secret communication in the presence of others by means of signs.