Jump to content

ଜନାର୍

ଉଇକିଅଭିଧାନ‌ରୁ

ଜନାର୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯବନାଳ; ଯାବନାଳ)

[ସମ୍ପାଦନା]

ଜୁଆରା; ଭଟ୍ଟା; ବାଜରା ମକ୍କା —A species of Indian coen; Zea Meys; maise; Indian corn

[ଦ୍ରଷ୍ଟବ୍ୟ —ଏହି ଗଛ ଆଖୁଗଛ ପରି ଏହାର ଆଦିବାସ ଦକ୍ଷିଣ ଆମେରିକା ଏହି ଶସ୍ୟର ଛତୁଆ ବିହାରୀମାନେ ଖାଆନ୍ତି]

ପ୍ରାଦେଶିକ - (ସମ୍ୱଲପୁର)

[ସମ୍ପାଦନା]

ଆହାର; ଭୋଜନ — Eating; meal.