ଜନାର୍ଦ୍ଦନ
ଦେଖଣା
ଜନାର୍ଦ୍ଦନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜନ= ଅସୁର+ ଅର୍ଦ୍ଦ ଧାତୁ ଣିଚ; ଅର୍ଦ୍ଦି ଧାତୁ କରିବା+ କର୍ତ୍ତୃ. ଅନ)
[ସମ୍ପାଦନା]- ୧. ଅସୁର— ନିସୂଦନ; ବିଷ୍ଣୁ, ଶ୍ରୀକୃଷ୍ଣ —୧. Bishṅu.
[ଦ୍ରଷ୍ଟବ୍ୟ —ଶାସ୍ତ୍ରରେ 'ଭୋଜନେତୁ ଜନୀର୍ଦ୍ଦନଂ' ଅର୍ଥାତ୍ ଭୋଜନ କାଳରେ ଜନାର୍ଦ୍ଦନଙ୍କୁ ସ୍ମରଣ କରିବାର ଉପଦେଶ ଅଛି]
- ୨. ଶାଳଗ୍ରାମ ଶିଳାବିଶେଷ — ୨. Name of a class of Sāḻagrāma-pebble.
ବିଶେଷଣ -
[ସମ୍ପାଦନା]ଲୋକପୀଡ଼କ —Oppressive.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କ ନାମ — A name given to males.
[ଦ୍ରଷ୍ଟବ୍ୟ —ଜନାର୍ଦ୍ଦନର ଡାକନାମ ଦନେଇ ବା ଦନାଇ]