ଜନାର୍ଦ୍ଦନ ଦାସ
ଜନୈକ ଉତ୍କଳୀୟ ପ୍ରାଚୀନ କବି — Name of an Oria poet.
[ଦ୍ରଷ୍ଟବ୍ୟ —ଏ ସାଧାରଣତଃ ଦନେଇ ଦାସ ବୋଲି ପରିଚିତ ଚାଟଶାଳୀ— ପାଠର 'ଗୋପୀଭାଷା' ଏହାଙ୍କଦ୍ୱାରା ରଚିତ; ତାରିଣୀ. ଉତ୍କଳ ସାହିତ୍ୟ ଇତିହାସ ଏହାଙ୍କ ରଚିତ ଢଗମାନ ଦନେଇ ଦାସଙ୍କ ପହିଳ ନାମରେ ଉତ୍କଳରେ ସର୍ବତ୍ର ପ୍ରସିଦ୍ଧ]