ଜନାଶନ
ଦେଖଣା
ଜନାଶନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜନ+ ଅଶନ)
[ସମ୍ପାଦନା]- ୧. (ବହୁବ୍ରୀହି) ମେଣ୍ଡା (ହିନ୍ଦୀ - ଶବ୍ଦସାଗର) — ୧. The ram.
- ୨. (୬ଷ୍ଠୀ ତତ୍) ମନୁଷ୍ୟମାନଙ୍କ ଭୋଜନକର୍ମ (ହିନ୍ଦୀ - ଶବ୍ଦସାଗର) — ୨. The act of eating by men; dining.
- ୩. ନରମାଂସଭକ୍ଷକ —୩. A cannibal.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ମନୁଷ୍ୟଭୋଜୀ — Eating human beings; cannibal.