Jump to content

ଜନାଶ୍ରୟ

ଉଇକିଅଭିଧାନ‌ରୁ

ଜନାଶ୍ରୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜନ+ ଆଶ୍ରୟ)

[ସମ୍ପାଦନା]
୧. ନାରାୟଣ; ବିଷ୍ଣୁ —୧. Bishṇu.
୨. ଲୋକାଳୟ —୨. Human habitation.
୩. ପଥିକମାନଙ୍କ ବିଶ୍ରାମଗୃହ; ପାନ୍ଥଶାଳା; ଧର୍ମଶାଳା; — ୩. Caravanserai; a public rest-house.
୪. ଅସ୍ଥାୟୀ ଆଶ୍ରୟସ୍ଥାନ ବା ମଣ୍ଡପ; ଛାମୁଣ୍ଡିଆ — ୪. A temporary shed or awing; a pavillion erected for a special occasion.
୫. ବାସସ୍ଥାନ —୫. Residence; dwelling place.