Jump to content

ଜନିତ

ଉଇକିଅଭିଧାନ‌ରୁ

ଜନିତ

ଉଚ୍ଚାରଣ

[ସମ୍ପାଦନା]
(ଜନିତା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - (ଜନ ଧାତୁ ଣିଚ ଜନି ଧାତୁ= ଜନ୍ମାଇବା+ କର୍ମ. ତ ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ସମସ୍ତପଦରେ ବ୍ୟବହୃତ ହୁଏ, ଯଥା—ଦୁଃଖଜନିତ)

[ସମ୍ପାଦନା]
୧. (ଅମୁକଠାରୁ) ଜାତ —୧. Born of.

(ଯଥ—ବିମାତୃଜନିତ ସନ୍ତାନ)

୨. (ଅମୁକରୁ) ଉତ୍ପନ —୨. Produced from.

(ଯଥା— ରୌଦ୍ରଜନିତ ଉତ୍ତାପ)

୩. (ଅମୁକ)ଦ୍ୱାରା ସୃଷ୍ଟ —୩. Created by.

(ଯଥା—ଈଶ୍ୱରଜନିତ ଜୀବ)

୪. (ଅମୁକ କାରଣରୁ) ଘଟିଥିବା — ୪. Due to; happened on account of.

(ଯଥା—ପ୍ରହାରଜନିତ ଅପମାନ)

୫. (+ କର୍ତ୍ତୃ. ତ) ଉତ୍ପାଦନକାରୀ — ୫. Giving birth to (Apte)