Jump to content

ଜନିତା

ଉଇକିଅଭିଧାନ‌ରୁ

ଜନିତା

ଉଚ୍ଚାରଣ

[ସମ୍ପାଦନା]
(ଜନିତ୍ରୀ—ସ୍ତ୍ରୀ) 

=== ସଂସ୍କୃତ - ବିଶେଷ୍ୟ - ପୁଂ. (ଜନ ଧାତୁ+ କର୍ତ୍ତୃ. ତ; ୧ମା. ୧ବ.

ଜନକ; ପିତା — Father.

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ଜନିତ+ ସ୍ତ୍ରୀ. ଆ)

[ସମ୍ପାଦନା]

ଜନିତର ସ୍ତ୍ରୀଲିଙ୍ଗ — Feminine of Janita.

ଦେଶଜ - ବିଶେଷଣ - (ସଂସ୍କୃତ - ଜନିତ)

[ସମ୍ପାଦନା]

ଜାତ —Born; produced.

ଦେବ ଉପବନେ ହୋଇ ଜନିତା କବିସୂର୍ଯ୍ୟ. ସଙ୍ଗୀତ