ଜନୁ
ଦେଖଣା
ଜନୁ
ଉଚ୍ଚାରଣ
[ସମ୍ପାଦନା](ଜନୁ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଜନ ଧାତୁ+ଭାବ. ଉ)
[ସମ୍ପାଦନା]- ୧. ଉସ୍ପତ୍ତି; ଜନ୍ନ —୧. Birth; nativity.
- ୨. ସୃଷ୍ଟି; ସର୍ଜନ — ୨. Creation; production (Apte).
- ୩. ଜୀବନ; ସ୍ଥିତି —୩. Life; existence (Apte).
- ୪. ଜନ୍ମସ୍ଥାନ —୪. Birth-place (Apte).
- ୫. ସୃଷ୍ଟ ଜୀବ —୫. Creature; being (Apte)
- ୬. ଶ୍ରେଣୀ; ଜାତି —୬. Genus; kind (Apte).