ଜନେ
ଏକଜଣ; ଜଣେ — An individual; a certain.
ବେଦ ଅଧ୍ୟୟନ କରିବା ଦ୍ୱିଜ ଜନେ ତପସ୍ୟା କଲେ ଯାଇଁ ହିମାଳୟ ବନେ କୃଷ୍ଣସିଂହ. ମହାଭାରତ ଶାନ୍ତି
ଲୋକମାନେ; ଜନମାନେ — Men; people; persons.