Jump to content

ଜନ୍ତର୍

ଉଇକିଅଭିଧାନ‌ରୁ

ଜନ୍ତର୍

ଉଚ୍ଚାରଣ

[ସମ୍ପାଦନା]

(ଯନ୍ତର୍—ଅନ୍ୟରୂପ)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଯନ୍ତ୍ର)

[ସମ୍ପାଦନା]

ଦେବପୂଜାର୍ଥ ଭୂମିରେ କଟାଯିବା ମଣ୍ଡଳ (ଏହା ଉପରେ ନୈବେଦ୍ୟାଦି ରଖାଯାଏ) — Figures drawn on the ground for placing offerings before a Deity during worship.