Jump to content

ଜନ୍ତାଜନ୍ତ

ଉଇକିଅଭିଧାନ‌ରୁ

ଜନ୍ତାଜନ୍ତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବହୁଲୋକଙ୍କ ଘନ ସମାବେଶ; ଭିଡ଼ — Dense crowd; hudding together.

ଦେଶଜ - ବିଶେଷଣ -

[ସମ୍ପାଦନା]

ଘନ ଭାବରେ ଏକ ସ୍ଥାନରେ ସନ୍ନିବିଷ୍ଟ ହୋଇଥିବା ବହୁ ବସ୍ତୁ ବା ମନୁଷ୍ୟ — Huddled together; compressed together thronging; crowded.

(ଯଥା—ରଥଯାତ୍ରାରେ ସହସ୍ର ଯାତ୍ରୀ ବଡ଼ଦାଣ୍ଡରେ ଜନ୍ତାଜନ୍ତ ହୁଅନ୍ତି)