Jump to content

ଜନ୍ତାଜନ୍ତି

ଉଇକିଅଭିଧାନ‌ରୁ

ଜନ୍ତାଜନ୍ତି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବହୁ ଲୋକଙ୍କ ଦେହ ପରସ୍ପର ଲଗାଲଗି; ଠେଲାଠେଲି —୧. Huddling together; mutual pressing; pushing each other in a narrow space.

ଜଳଜନ୍ତୁ ସାଧ୍ୟ ଦଇତ୍ୟ ଜନ୍ତାଜନ୍ତି ବେଢ଼ିଣ ଧାଇଁଛନ୍ତି ସଙ୍ଗେ ପନ୍ତି ପନ୍ତି କୃଷ୍ଣସିଂହ. ମହାଭାରତ. ବନ

୨. ବହୁ ଲୋକଙ୍କ ଦଳାଦଳି ବା ଭିଡ଼ — ୨. A huddling crowd; a pressing crowd.
୩. ବହୁବାର ଦଳିବା କର୍ମ; ଚକଟାଚକଟି — ୩. Thorough kneading.

ବିଶେଷଣ -

[ସମ୍ପାଦନା]

ଲୋକ ଭିଡ଼ଦ୍ୱାରା ପେଷି ହୋଇଥିବା; ପରସ୍ପର ନିବିଡ଼— ସଂଲଗ୍ନ —Huddled together; pressing each other.

ଏହି କାଳେ ହାତୀ ପରାଏ ମେଘ ପନ୍ତି ଆକାଶରେ ରହିବେ ହୋଇ ଜନ୍ତାଜନ୍ତି କୃଷ୍ଣସିଂହ. ମହାଭାରତ. ବନ