ଜନ୍ତାଳ
ଦେଖଣା
ଜନ୍ତାଳ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗ୍ରାମର ଲୋକଙ୍କଠାରୁ ଧନ ଓ ଖାଦ୍ୟଦ୍ରବ୍ୟ ଭେଦା କରି ଗ୍ରାମଦେବତାଙ୍କ ନିକଟରେ ଅନ୍ତ୍ର— ବ୍ୟଞ୍ଜନାଦି ରାନ୍ଧି ଯେଉଁ ଭୋଜି କରାଯାଏ — A feast or picnic villagers, consisting of food cooked and offered to the village-Deity, done by raising subsciption from the villagers in money any kind.