Jump to content

ଜନ୍ତିବା

ଉଇକିଅଭିଧାନ‌ରୁ

ଜନ୍ତିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ର

[ସମ୍ପାଦନା]
୧. କାକରା ଆଦି ପିଠାର ଖଳି ତିଆରି କରିବା ପାଇଁ ଚାଉଳଚୂନା ଆଦିକୁ ପାଣିରେ ସିଦ୍ଧ କରି ନିଆଁ ଉପରେ ସିଦ୍ଧ ହେଉଥିବା ଅବସ୍ଥାରେ ଚଟୁଦ୍ୱାରା ଉକ୍ତ ପିଣ୍ଡକୁ ଗୋଳିବା; ଘାଣ୍ଟିବା — ୧. To knead flour and water over fire to make dough for cakes.
୨. ଅଳ୍ପ ସ୍ଥାନରେ ଘନ ଭାବରେ ଲଗାଲଗି କରି ଗୋଟିକ ଉପରେ ଗୋଟିଏ କରି ବହୁ ବସ୍ତୁକୁ ରଖିବା — ୨. To huddle many things together within a small space.
୩. ପେଷିବା — ୩. To pound.
୪. ଦଳିବା —୪. To compress.

[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା ଓ ପକାଇବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]