ଜନ୍ତି ହେବା
ଦେଖଣା
ଜନ୍ତି ହେବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଚୂର୍ଣ୍ଣ ହେବା; ବିନଷ୍ଟ ହେବା — ୧. To be destroyed or powdered.
- ୨. ଅଳ୍ପ ସ୍ଥାନରେ ସଙ୍କୁଚିତ ହେବା; ଖୁନ୍ଦିଖାନ୍ଦି ହେବା; ଗାଢ଼ ସନ୍ନିବିଷ୍ଟ ହେବା —୨. To be huddled up in a small space; to be crowded together; to contract into a small compass.
ବହୁତ ଜଇଜନ୍ତୁ ଜନ୍ତି ହୋଇଛନ୍ତି କୃଷ୍ଣସିଂହ. ମହାଭାରତ. ଆଦି
- ୩. ଦଳିତ ହେବା —୩. To be compressed.
- ୪. ଦହଗଞ୍ଜ ହେବା — ୪. To be extremely troubled.
- ୫. ଅତ୍ୟାଚାରିତ ହେବା —୫. To be oppressed.
- ୬. ଚକଟା ହେବା —୬. To be kneaded.