Jump to content

ଜନ୍ତୁକ

ଉଇକିଅଭିଧାନ‌ରୁ

ଜନ୍ତୁକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜତୁ+ସଂଜ୍ଞାର୍ଥେ. କ)

[ସମ୍ପାଦନା]
୧. ହେଙ୍ଗୁ —୧. Asafoetida.
୨. ଲାକ୍ଷା —୨. Lac.
୩. କୌଣସି କୌଣସି ବ୍ୟକ୍ତିଙ୍କ ଶରୀରରେ ଜନ୍ମକାଳରୁ ଦେଖାଯିବା ଜାଇମନ୍ଦା; ଜଟୁଳ — ୩. A mole on the body; nævus.