Jump to content

ଜନ୍ତୁରାୟ

ଉଇକିଅଭିଧାନ‌ରୁ

ଜନ୍ତୁରାୟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜନ୍ତୁରାଜ)

[ସମ୍ପାଦନା]

ଯମ — The God of death.

ସୋମକ ବୋଇଲେ ମୁଁ ଛାଡ଼ି ମୋ ଗୁରୁଙ୍କୁ, ନ ଯିବି ଜନ୍ତୁରାୟେ ଜାଣ ହେ ସ୍ୱର୍ଗକୁ କୃଷ୍ଣସିଂହ. ମହାଭାରତ ବନ