Jump to content

ଜନ୍ନଦିନ

ଉଇକିଅଭିଧାନ‌ରୁ

ଜନ୍ନଦିନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜନ୍ନନ୍+ଦିନ)

[ସମ୍ପାଦନା]
୧. ଯେଉଁ ଦିବସରେ ଜୀବ ଦନ୍ମଗ୍ରହଣ କରିଥାଏ —୧. The solar day on which a man was born.

ଜନ୍ମ ଦେଇ ଜନ୍ମଦିନେ ମାତା ମୋତେ ଛାଡ଼ିଗଲେ ଲୋକାନ୍ତରେ ରାଧାନାଥ. ପାର୍ବତୀ

୨. ବ୍ୟକ୍ତିର ଜୀବିତକାଳ ମଧ୍ୟରେ ପ୍ରତିବର୍ଷ ପଡ଼ିବା ଜନ୍ମ ଦିନ; ସ୍ୱନକ୍ଷତ୍ର; ବାତ୍ସରିକ ଜନ୍ମଦିନ — ୨. One's annual brith-day.