Jump to content

ଜନ୍ମତଃ

ଉଇକିଅଭିଧାନ‌ରୁ

ଜନ୍ମତଃ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ଅ. (ଜନ୍ମ+୫ମା ବିଭକ୍ତିର ପ୍ରତ୍ୟୟ ତସ୍)

[ସମ୍ପାଦନା]
୧. ଜନ୍ମସମୟରୁ; ଆଜନ୍ମ — ୧. From one's brith; some one's brith.

(ଯଥା—ସେ ଜନ୍ମତଃ ଅନ୍ଧ)

୨. ଜନ୍ମଦ୍ୱାରା; ଜାତିରେ —୨. By birth; by caste

(ଯଥା—ସେ ଜନ୍ତଃ ଶୂଦ୍ର)