Jump to content

ଜନ୍ମଫଳ

ଉଇକିଅଭିଧାନ‌ରୁ

ଜନ୍ମଫଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହ;ଜନ୍ମ+ଫଳ; ଏହାର ଫୁଲ ଦେଖାଯାଏ ନାହିଁ ବୋଲି)

[ସମ୍ପାଦନା]

ଡିମ୍ୱର ଗଛ ଓ ତାହାର ଫଳ; ଉଡ଼ୁମ୍ୱର ଗଛ ତାହାର ଫଳ — The fig tree and its fruit.