Jump to content

ଜନ୍ମମୃତ୍ୱୁ ବହି

ଉଇକିଅଭିଧାନ‌ରୁ

ଜନ୍ମମୃତ୍ୱୁ ବହି

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Janma-mṛutyubahi
  • ଆଇ.ପି.ଏ. — ɟˈɔ nˈɔ hˈʌlˈʌntɔ mˈɔ mˈɔ ɾˈikaɾ tˈɔ hˈʌlˈʌntɔ lˈetəbˈiːʃˈatoˈekˈo hɾˈɔʃʃoˌukaɾ bˈʌhi

ଅନୁବାଦ

[ସମ୍ପାଦନା]

(ଜନ୍ମମୃତ୍ୱୁ ରେଜିଷ୍ଟର—ଅନ୍ୟରୂପ)

ଜେ. ବିଶେଷ୍ୟ -

[ସମ୍ପାଦନା]

ଯେଉଁ ସରକାରି ପୁସ୍ତକ ବା ରେଜିଷ୍ଟରୀରେ ନିର୍ଦ୍ଦିଷ୍ଟ ରାଜକୀୟ ଇଲାକା ମାନଙ୍କରେ ଜନ୍ମ ହେବା ଓ ମରିବା ବ୍ୟକ୍ତିଙ୍କ ବିବରଣ ଲିପିବଦ୍ଧ ହୋଇ ରହେ —Brith and death register.

[ଦ୍ରଷ୍ଟବ୍ୟ —ଏ ବହିକୁ ଗ୍ରାମର ଚଉକିଦାର ପୂରଣ କରି ସପ୍ତାହିକ ପାଳିରେ ଥାନାର ଭାରପ୍ରାପ୍ତ କର୍ମଚାରୀଙ୍କୁ ଉକ୍ତ ବିବରଣ ମାନ ଜଣାଏ]