ଜନ୍ମଲଗ୍ନ
(ଜ୍ୟୋତିଷ)—ମନୁଷ୍ୟ ଜନ୍ମଗ୍ରହଣ କରିବା ସମୟରେ ଯେଉଁ ରାଶିର ଉଦୟ ହୋଇଥାଏ — (Astrology) The zodiacal sign which is in the ascendant at the moment when a person is born.