ଜନ୍ମସ୍ଥାନ
ଦେଖଣା
ଜନ୍ମସ୍ଥାନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଜନ୍ମଭୂମି (ଦେଖ) - ୧. Janmabhūmi (See)
- ୨. ମାତୃଗର୍ଭ (ହିନ୍ଦୀ - ଶବ୍ଦସାଗର) — ୨. The mother's womb.
- ୩. କୁଣ୍ଡଳୀ ଯେଉଁ ସ୍ଥନରେ ମନୁଷ୍ୟର ଜନ୍ମସମୟର ଗ୍ରହ ଅବସ୍ଥାନ କରେ —୩. The position occupied by a person's natal planet in the horoscope.