Jump to content

ଜନ୍ମାନ୍ତରୀଣ

ଉଇକିଅଭିଧାନ‌ରୁ

ଜନ୍ମାନ୍ତରୀଣ

ଉଚ୍ଚାରଣ

[ସମ୍ପାଦନା]

(ଜନ୍ମାନ୍ତରୀୟ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ଜନ୍ମାନ୍ତର+ଭାବାର୍ଥେ. ଈନ)

[ସମ୍ପାଦନା]
୧. ଅନ୍ୟ ଜନ୍ମରେ ଘଟିବା — ୧. Happening in another brith.
୨. ଜନ୍ମାନ୍ତର ସମ୍ୱନ୍ଧୀୟ; ପରଲୋକ ବା ପୂନର୍ବାର ସମ୍ୱନ୍ଧୀୟ — ୨. Pertaining to one's past or future birth.