ଜନ୍ମାଷ୍ଟମୀ
ଦେଖଣା
ଜନ୍ମାଷ୍ଟମୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜନ୍ମ+ଅଷ୍ଟମୀ)
[ସମ୍ପାଦନା]ଭାଦ୍ର ଶ୍ରୀକୃଷ୍ଣଙ୍କ ଜନ୍ମତିଥି — The birth-day of Ṡrīkṛushṇa; the ୮th day of the dark fort night of the lunar month of Bhādra.
[ଦ୍ରଷ୍ଟବ୍ୟ —ଭଦ୍ର କୃଷ୍ଣାଷ୍ଟମୀ ଅର୍ଦ୍ଦରାତ୍ରୀ ସମୟରେ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ହିନ୍ଦୁଜଗତରେ ପାଳିତ ହୁଏ କିନ୍ତୁ ବିଷ୍ଣୁପୁରାଣରେ ଶ୍ରୀକୃଷ୍ଣଙ୍କ ଜନ୍ମ ଶ୍ରାବଣ ମାସ କୃଷ୍ଣ ଅଷ୍ଟମୀରେ ହୋଇଥିବା ଉଲ୍ଲେଖ ଅଛି ମୁଖ୍ୟ ମାସ ଓ ଗୌଣ ଚାନ୍ଦ୍ର ମାସ ଗଣନା ଏ ପ୍ରଭେଦରେ କାରଣ ଥିବାର ଜଣାଯାଏ ହି ଶବ୍ଦସାଗର ]