ଜନ୍ମିବା
ଦେଖଣା
ଜନ୍ମିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଜନ୍ମାଇବା—ଣିଜନ୍ତି)
ଦେଶଜ - କ୍ରି.
[ସମ୍ପାଦନା]- ୧. ଭୂମିଷ୍ଠ ହେବା — ୧. To be born.
ଶାକ୍ୟସିଂହ ଶିକ୍ଷ୍ୟାଗ୍ରଣୀ ନୃପ ଶିରୋମଣି ଜନ୍ମିବେ ଅଶୋକ ନାମ ନୂପ ମହାତେଜା ରାଧାନାଥ. ମହାଯାତ୍ରା
- ୨. ଜାତ ହେବା; ଉତ୍ପନ୍ନ ହେବା — ୨. To be produced; to come to being.
- ୩. (ବୃକ୍ଷ ଆଦି) ଉଠିବା —୩. (a person) To grow.
- ୪. ଉଦୟ ହେବା —୪. To rise.
- ୫. ଦେଖାଯିବା; ଅବିର୍ଭୂତ ହେବା —୫. To appear.