Jump to content

ଜନ୍ମୋତ୍ସବ

ଉଇକିଅଭିଧାନ‌ରୁ

ଜନ୍ମୋତ୍ସବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ମ. ପ. ଲୋ; ଜନ୍ମ+ଉତ୍ସବ)

[ସମ୍ପାଦନା]
୧. କୌଣସି ସନ୍ତାନର ଜନ୍ମହେବା ଉପଲକ୍ଷେ ଅନୁଷ୍ଠିତ ଉତ୍ସବ —୧. Festivities observed on the occasion of the birth of a child.
୨. କୌଣସି ବ୍ୟକ୍ତିର ଜନ୍ମଦିନର ସ୍ମରଣର୍ଥ ଅନୁଷ୍ଠିତ ଉତ୍ସବ — ୨. Festival observed to commemorate the birth—day of a person.
୩. ଜନ୍ମାଷ୍ଟମୀ ଉତ୍ସବ —୩. The festival observed on ṡrīkrushṇa's birth-day.